Online Bibel

- Annoncer -




2 ଶାମୁୟେଲ 3:7 - ଓଡିଆ ବାଇବେଲ

7 ମାତ୍ର ଶାଉଲଙ୍କର ଏକ ଉପପତ୍ନୀ ଥିଲା, ତାହାର ନାମ ରିସ୍‍ପା, ସେ ଅୟାର କନ୍ୟା; ପୁଣି ଈଶ୍‍ବୋଶତ ଅବ୍‍ନରକୁ କହିଲା, “ତୁମ୍ଭେ କାହିଁକି ମୋହର ପିତାଙ୍କ ଉପପତ୍ନୀ ସହିତ ସହବାସ କଲ ?”

Se kapitlet Kopi

ପବିତ୍ର ବାଇବଲ (Re-edited) - (BSI)

7 ମାତ୍ର ଶାଉଲଙ୍କର ଏକ ଉପପନିୀ ଥିଲା, ତାହାର ନାମ ରିସ୍ପା, ସେ ଅୟାର କନ୍ୟା; ପୁଣି (ଈଶ୍ବୋଶତ) ଅବ୍ନରକୁ କହିଲା, ତୁମ୍ଭେ କାହିଁକି ମୋହର ପିତାଙ୍କ ଉପପନିୀ କତିକି ଗଲ?

Se kapitlet Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ମାତ୍ର ଶାଉଲଙ୍କର ଏକ ଉପପତ୍ନୀ ଥିଲା, ତାହାର ନାମ ରିସ୍ପା, ସେ ଅୟାର କନ୍ୟା; ପୁଣି ଈଶ୍‍ବୋଶତ ଅବ୍‍ନରକୁ କହିଲା, “ତୁମ୍ଭେ କାହିଁକି ମୋହର ପିତାଙ୍କ ଉପପତ୍ନୀ ସହିତ ସହବାସ କଲ?”

Se kapitlet Kopi

ପବିତ୍ର ବାଇବଲ

7 ଶାଉଲଙ୍କର ଜଣେ ଉପପତ୍ନୀ ଥିଲା, ଯାହାର ନାମ ରି‌ସ୍‌ପା, ସେ ଅୟାର କନ୍ୟା ଥିଲା। ଈ‌ଶ୍‌ବୋଶତ୍ ଅ‌‌ବ୍‌‌ନର‌କୁ କହିଲେ, “ତୁମ୍ଭେ କାହିଁକି ମୋର ପିତାଙ୍କର ଉପପତ୍ନୀଙ୍କ ସହିତ ଯୌନ ସମ୍ପର୍କ ରଖିଛ?”

Se kapitlet Kopi




2 ଶାମୁୟେଲ 3:7

Følg os:

Annoncer


Annoncer