Online Bibel

- Annoncer -




2 ବଂଶାବଳୀ 18:27 - ଓଡିଆ ବାଇବେଲ

27 ତହିଁରେ ମୀଖାୟ କହିଲା, “ଯେବେ ତୁମ୍ଭେ କୌଣସି ରୂପେ କୁଶଳରେ ଫେରି ଆସ, ତେବେ ସଦାପ୍ରଭୁ ମୋ’ ଦ୍ୱାରା କହି ନାହାନ୍ତି। ଆହୁରି ସେ କହିଲା, ହେ ଲୋକମାନେ, ତୁମ୍ଭେ ସମସ୍ତେ ଶୁଣ।”

Se kapitlet Kopi

ପବିତ୍ର ବାଇବଲ (Re-edited) - (BSI)

27 ତହିଁରେ ମୀଖାୟ କହିଲା, ଯେବେ ତୁମ୍ଭେ କୌଣସି ରୂପେ କୂଶଳରେ ଫେରି ଆସ, ତେବେ ସଦାପ୍ରଭୁ ମୋʼ ଦ୍ଵାରା କହି ନାହାନ୍ତି। ଆହୁରି ସେ କହିଲା, ହେ ଲୋକମାନେ, ତୁମ୍ଭେ ସମସ୍ତେ ଶୁଣ।

Se kapitlet Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

27 ତହିଁରେ ମୀଖାୟ କହିଲା, “ଯେବେ ତୁମ୍ଭେ କୌଣସି ରୂପେ କୁଶଳରେ ଫେରି ଆସ, ତେବେ ସଦାପ୍ରଭୁ ମୋʼ ଦ୍ୱାରା କହି ନାହାନ୍ତି।” ଆହୁରି ସେ କହିଲା, “ହେ ଲୋକମାନେ, ତୁମ୍ଭେ ସମସ୍ତେ ଶୁଣ।”

Se kapitlet Kopi

ପବିତ୍ର ବାଇବଲ

27 ମୀଖାୟ ଉତ୍ତର ଦେଲେ, “ଯଦି ତୁମ୍ଭେ ଯୁଦ୍ଧରୁ ନିରାପଦରେ ଫେରି ଆସ, ତେବେ ସଦାପ୍ରଭୁ ମୋ’ ମାଧ୍ୟମରେ କହି ନାହାନ୍ତି। ସବୁ ଲୋକମାନେ, ମୋ’ କଥା ଶୁଣ।”

Se kapitlet Kopi




2 ବଂଶାବଳୀ 18:27

Følg os:

Annoncer


Annoncer