ହିତୋପଦେଶ 9:11 - ପବିତ୍ର ବାଇବଲ11 କାରଣ ମୋ’ ଦ୍ୱାରା ତୁମ୍ଭର ଜୀବନ ବୃଦ୍ଧି ପାଇବ। ତୁମ୍ଭେ ଦୀର୍ଘଜୀବୀ ହେବ। Se kapitletପବିତ୍ର ବାଇବଲ (Re-edited) - (BSI)11 ଯେହେତୁ ମୋʼ ଦ୍ଵାରା ତୁମ୍ଭର ଦିନ ବୃଦ୍ଧି ପାଇବ, ପୁଣି ତୁମ୍ଭ ଆୟୁର ବର୍ଷ ବଢ଼ିବ। Se kapitletଓଡିଆ ବାଇବେଲ11 ଯେହେତୁ ମୋ’ ଦ୍ୱାରା ତୁମ୍ଭର ଦିନ ବୃଦ୍ଧି ପାଇବ, ପୁଣି, ତୁମ୍ଭ ଆୟୁର ବର୍ଷ ବଢ଼ିବ। Se kapitletଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT11 ଯେହେତୁ ମୋʼ ଦ୍ୱାରା ତୁମ୍ଭର ଦିନ ବୃଦ୍ଧି ପାଇବ, ପୁଣି, ତୁମ୍ଭ ଆୟୁର ବର୍ଷ ବଢ଼ିବ। Se kapitlet |