ହିତୋପଦେଶ 31:11 - ପବିତ୍ର ବାଇବଲ11 ତା'ର ସ୍ୱାମୀର ହୃଦୟ ତା'ଠାରେ ନିର୍ଭର କରେ। ସେ କଦାପି ଦରିଦ୍ର ହେବ ନାହିଁ। Se kapitletପବିତ୍ର ବାଇବଲ (Re-edited) - (BSI)11 ତାହାର ସ୍ଵାମୀର ହୃଦୟ ତାହାଠାରେ ନିର୍ଭର କରେ, ପୁଣି ତାହାର ଲାଭର ଅଭାବ ହୁଏ ନାହିଁ। Se kapitletଓଡିଆ ବାଇବେଲ11 ତାହାର ସ୍ୱାମୀର ହୃଦୟ ତାହାଠାରେ ନିର୍ଭର କରେ, ପୁଣି, ତାହାର ଲାଭର ଅଭାବ ହୁଏ ନାହିଁ। Se kapitletଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT11 ତାହାର ସ୍ୱାମୀର ହୃଦୟ ତାହାଠାରେ ନିର୍ଭର କରେ, ପୁଣି, ତାହାର ଲାଭର ଅଭାବ ହୁଏ ନାହିଁ। Se kapitlet |