Online Bibel

- Annoncer -




ଗଣନା ପୁସ୍ତକ 35:4 - ପବିତ୍ର ବାଇବଲ

4 ଲେବୀୟମାନେ ଯେଉଁ ଗ୍ଭରଣଭୂମି ଅଧିକାର କରିବେ ତାହା ନଗର ପ୍ରାଚୀରଠାରୁ 1,500 ଫୁଟ ଦୂରରେ ରହିବ।

Se kapitlet Kopi

ପବିତ୍ର ବାଇବଲ (Re-edited) - (BSI)

4 ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ଯେ ଯେ ନଗର ଦେବ, ସେସବୁର ତଳିଭୂମି ନଗର-ପ୍ରାଚୀରଠାରୁ ବାହାରେ ଚତୁର୍ଦ୍ଦିଗରେ ଏକ ସହସ୍ର ହସ୍ତ ହେବ।

Se kapitlet Kopi

ଓଡିଆ ବାଇବେଲ

4 ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ଯେଉଁ ଯେଉଁ ନଗର ଦେବ, ସେହିସବୁର ତଳିଭୂମି ନଗର-ପ୍ରାଚୀରଠାରୁ ବାହାରେ ଚତୁର୍ଦ୍ଦିଗରେ ଏକ ସହସ୍ର ହସ୍ତ ହେବ।

Se kapitlet Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ଯେଉଁ ଯେଉଁ ନଗର ଦେବ, ସେହିସବୁର ତଳିଭୂମି ନଗର-ପ୍ରାଚୀରଠାରୁ ବାହାରେ ଚତୁର୍ଦ୍ଦିଗରେ ଏକ ସହସ୍ର ହସ୍ତ ହେବ।

Se kapitlet Kopi




ଗଣନା ପୁସ୍ତକ 35:4

Følg os:

Annoncer


Annoncer