Online Bibel

- Annoncer -




ଗଣନା ପୁସ୍ତକ 16:37 - ପବିତ୍ର ବାଇବଲ

37-38 “ଯାଜକ ହାରୋଣର ପୁତ୍ର ଇଲୀୟାସରକୁ କୁହ, ସେ ଅଗ୍ନି ମଧ୍ୟରୁ ସେହି ସମସ୍ତ ବିଶେଷ ଅଙ୍ଗାରଧାନୀ ବାହାର କରିଦେଉ। ସେ ପାଉଁଶକୁ ସେଠାରେ ବିଞ୍ଚିଦେଉ। ସେମାନେ ମୋ’ ବିରୁଦ୍ଧରେ ପାପ କରିଥିଲେ, ତେଣୁ ସେମାନଙ୍କର ଜୀବନ ଗଲା। ମାତ୍ର ସେହି ବିଶେଷ ଅଙ୍ଗାରଧାନୀ ଗୁଡ଼ିକ ପବିତ୍ର, କାରଣ ସେଗୁଡ଼ିକ ସଦାପ୍ରଭୁଙ୍କୁ ଉତ୍ସର୍ଗ କରାଯାଇଥିଲା। ଏଣୁ ସେସବୁକୁ ପିଟାପାତ୍ର କରାଯାଉ ଓ ତାହା ଯଜ୍ଞବେଦିର ଆଚ୍ଛାଦକ ନିମନ୍ତେ ବ୍ୟବହୃତ ହେଉ। ଏହିସବୁ ଇସ୍ରାଏଲ ସନ୍ତାନଗଣ ପ୍ରତି ଚିହ୍ନ ସ୍ୱରୂପ ହେବ।”

Se kapitlet Kopi

ପବିତ୍ର ବାଇବଲ (Re-edited) - (BSI)

37 ତୁମ୍ଭେ ହାରୋଣ ଯାଜକର ପୁତ୍ର ଇଲୀୟାସରକୁ କୁହ, ସେ ଦାହ ମଧ୍ୟରୁ ସେହିସବୁ ଅଙ୍ଗାରଧାନୀ ବାହାର କରି ନେଉ, ପୁଣି ତୁମ୍ଭେ ସେହି ଅଗ୍ନି ସେଠାରେ ବିଞ୍ଚି ଦିଅ; କାରଣ ସେହିସବୁ ପବିତ୍ର;

Se kapitlet Kopi

ଓଡିଆ ବାଇବେଲ

37 “ତୁମ୍ଭେ ହାରୋଣ ଯାଜକର ପୁତ୍ର ଇଲୀୟାସରକୁ କୁହ, ସେ ଦାହ ମଧ୍ୟରୁ ସେହିସବୁ ଅଙ୍ଗାରଧାନୀ ବାହାର କରି ନେଉ, ପୁଣି, ତୁମ୍ଭେ ସେହି ଅଗ୍ନି ସେଠାରେ ବିଞ୍ଚି ଦିଅ; କାରଣ ସେହିସବୁ ପବିତ୍ର;

Se kapitlet Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

37 “ତୁମ୍ଭେ ହାରୋଣ ଯାଜକର ପୁତ୍ର ଇଲୀୟାସରକୁ କୁହ, ସେ ଦାହ ମଧ୍ୟରୁ ସେହି ସବୁ ଅଙ୍ଗାରଧାନୀ ବାହାର କରିନେଉ, ପୁଣି, ତୁମ୍ଭେ ସେହି ଅଗ୍ନି ସେଠାରେ ବିଞ୍ଚି ଦିଅ; କାରଣ ସେହି ସବୁ ପବିତ୍ର;

Se kapitlet Kopi




ଗଣନା ପୁସ୍ତକ 16:37

Følg os:

Annoncer


Annoncer