ଲୂକ ଲିଖିତ ସୁସମାଚାର 1:8 - ପବିତ୍ର ବାଇବଲ8 ଜିଖରିୟ ତାହାଙ୍କ ଦଳ ତରଫରୁ ଜଣେ ଯାଜକ ହିସାବରେ ମନ୍ଦିରରେ ପରମେଶ୍ୱରଙ୍କ ସେବାକାର୍ଯ୍ୟ କରୁଥିଲେ। ସେବାକାର୍ଯ୍ୟ କରିବା ପାଇଁ ତାହାଙ୍କ ଦଳର ପାଳି ପଡ଼ିଲା। Se kapitletପବିତ୍ର ବାଇବଲ (Re-edited) - (BSI)8 ସେ ଆପଣା ଦଳର ପାଳି ଅନୁସାରେ ଈଶ୍ଵରଙ୍କ ଛାମୁରେ ଯାଜକ କାର୍ଯ୍ୟ କରୁଥିବା ସମୟରେ, Se kapitletଓଡିଆ ବାଇବେଲ8 ସେ ଆପଣା ଦଳର ପାଳି ଅନୁସାରେ ଈଶ୍ୱରଙ୍କ ନିକଟରେ ଯାଜକ କାର୍ଯ୍ୟ କରୁଥିବା ସମୟରେ, Se kapitletପବିତ୍ର ବାଇବଲ (CL) NT (BSI)8 ଦିନେ ଜିଖରିୟ ମନ୍ଦିରରେ ଉପାସନା କାର୍ଯ୍ୟ ଚଳାଉଥିଲେ, କାରଣ ସେହି ଦିନ Se kapitletଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT8 ସେ ଆପଣା ଦଳର ପାଳି ଅନୁସାରେ ଈଶ୍ବରଙ୍କ ନିକଟରେ ଯାଜକ କାର୍ଯ୍ୟ କରୁଥିବା ସମୟରେ, Se kapitlet |