ଲୂକ ଲିଖିତ ସୁସମାଚାର 1:50 - ପବିତ୍ର ବାଇବଲ50 ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ସେ ସେମାନଙ୍କୁ ସଦାସର୍ବଦା ଦୟା କରନ୍ତି। Se kapitletପବିତ୍ର ବାଇବଲ (Re-edited) - (BSI)50 ଆଉ ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ପୁରୁଷାନୁକ୍ରମେ ଥାଏ। Se kapitletଓଡିଆ ବାଇବେଲ50 ଆଉ ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ପୁରୁଷାନୁକ୍ରମେ ଥାଏ । Se kapitletପବିତ୍ର ବାଇବଲ (CL) NT (BSI)50 ଯେଉଁମାନେ ତାଙ୍କୁ ସମ୍ମାନ ଦିଅନ୍ତି, ସେମାନଙ୍କୁ ବଂଶାନୁକ୍ରମେ ସେ ଦୟା ପ୍ରଦର୍ଶନ କରନ୍ତି। Se kapitletଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT50 ଆଉ ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ପୁରୁଷାନୁକ୍ରମେ ଥାଏ। Se kapitlet |