ଉପଦେଶକ 7:23 - ପବିତ୍ର ବାଇବଲ23 ମୁଁ ଜ୍ଞାନଦ୍ୱାରା ଏସବୁ ପରୀକ୍ଷା କଲି ଏବଂ ମୁଁ କହିଲି, “ମୁଁ ଜ୍ଞାନୀ ହେବାକୁ ଗ୍ଭହେଁ। ମାତ୍ର ଜ୍ଞାନ ମୋର ଗନ୍ତବ୍ୟଠାରୁ ବହୁତ ଦୂରରେ ଅଛି।” Se kapitletପବିତ୍ର ବାଇବଲ (Re-edited) - (BSI)23 ମୁଁ ଜ୍ଞାନ ଦ୍ଵାରା ଏହିସବୁ ପରୀକ୍ଷା କରିଅଛି; ମୁଁ କହିଲି, ମୁଁ ଜ୍ଞାନୀ ହେବି; ମାତ୍ର ତାହା ମୋʼଠାରୁ ଦୂର ଥିଲା। Se kapitletଓଡିଆ ବାଇବେଲ23 ମୁଁ ଜ୍ଞାନ ଦ୍ୱାରା ଏହିସବୁ ପରୀକ୍ଷା କରିଅଛି। ମୁଁ କହିଲି, “ମୁଁ ଜ୍ଞାନୀ ହେବି,” ମାତ୍ର ତାହା ମୋ’ଠାରୁ ଦୂର ଥିଲା। Se kapitletଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT23 ମୁଁ ଜ୍ଞାନ ଦ୍ୱାରା ଏହିସବୁ ପରୀକ୍ଷା କରିଅଛି। ମୁଁ କହିଲି, “ମୁଁ ଜ୍ଞାନୀ ହେବି,” ମାତ୍ର ତାହା ମୋʼ ଠାରୁ ଦୂର ଥିଲା। Se kapitlet |