ରୋମୀୟ 9:13 - ଓଡିଆ ବାଇବେଲ13 ଯେପରି ଲେଖା ଅଛି, "ଯାକୁବକୁ ଆମ୍ଭେ ପ୍ରେମ କଲୁ, କିନ୍ତୁ ଏଷୌକୁ ଘୃଣା କଲୁ ।' Viz kapitolaପବିତ୍ର ବାଇବଲ (Re-edited) - (BSI)13 ଯେପରି ଲେଖାଅଛି, “ଯାକୁବକୁ ଆମ୍ଭେ ପ୍ରେମ କଲୁ, କିନ୍ତୁ ଏଷୌକୁ ଘୃଣା କଲୁ।” Viz kapitolaପବିତ୍ର ବାଇବଲ (CL) NT (BSI)13 ଶାସ୍ତ୍ର ବାକ୍ୟ ଅନୁସାରେ, “ଯାକୁବ ଆମ୍ଭର ସନ୍ତୋଷଭାଜନ ହେଲା, ଏସୌ ନୁହେଁ।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT13 ଯେପରି ଲେଖାଅଛି, ‘ଯାକୁବକୁ ଆମ୍ଭେ ପ୍ରେମ କଲୁ, କିନ୍ତୁ ଏଷୌକୁ ଘୃଣା କଲୁ।’” Viz kapitolaପବିତ୍ର ବାଇବଲ13 ଶାସ୍ତ୍ର କୁହେ: “ମୁଁ ଯାବକକୁ ଭଲ ପାଇଲି କିନ୍ତୁ, ଏଷୌକୁ ନୁହେଁ।” Viz kapitola |