Online Bible

- Reklamy -




ରୋମୀୟ 7:17 - ଓଡିଆ ବାଇବେଲ

17 ଏଣୁ ମୁଁ ଆଉ ତାହା କରୁ ନାହିଁ, କିନ୍ତୁ ମୋ'ଠାରେ ବାସ କରୁଥିବା ପାପ ତାହା କରୁଅଛି ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

17 ଏଣୁ ମୁଁ ଆଉ ତାହା କରୁ ନାହିଁ, କିନ୍ତୁ ମୋʼଠାରେ ବାସ କରୁଥିବା ପାପ ତାହା କରୁଅଛି।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

17 ତେଣୁ ସେ କାର୍ଯ୍ୟ ପ୍ରକୃତରେ ମୁଁ କରେ ନାହିଁ- ମୋ’ ଭିତରେ ଥିବା ପାପ ହିଁ ତା' କରେ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଏଣୁ ମୁଁ ଆଉ ତାହା କରୁ ନାହିଁ, କିନ୍ତୁ ମୋʼ ଠାରେ ବାସ କରୁଥିବା ପାପ ତାହା କରୁଅଛି।

Viz kapitola kopírovat

ପବିତ୍ର ବାଇବଲ

17 କିନ୍ତୁ ମୁଁ, ପ୍ରକୃତରେ ଏହି ମନ୍ଦ କର୍ମ କରି ନ ଥାଏ। ମୋ’ ଭିତରେ ଥିବା ପାପର ସ୍ୱଭାବ ଏହିସବୁ କାମ କରେ।

Viz kapitola kopírovat




ରୋମୀୟ 7:17

Následuj nás:

Reklamy


Reklamy