ପ୍ରକାଶିତ 19:13 - ଓଡିଆ ବାଇବେଲ13 ସେ ରକ୍ତନିମଜ୍ଜିତ ବସ୍ତ୍ର ପରିହିତ, ପୁଣି, ତାହାଙ୍କର ନାମ ଈଶ୍ୱରଙ୍କ ବାକ୍ୟ । Viz kapitolaପବିତ୍ର ବାଇବଲ (Re-edited) - (BSI)13 ସେ ରକ୍ତନିମଜ୍ଜିତ ବସ୍ତ୍ର ପରିହିତ, ପୁଣି ତାହାଙ୍କର ନାମ ଈଶ୍ଵରଙ୍କ ବାକ୍ୟ। Viz kapitolaପବିତ୍ର ବାଇବଲ (CL) NT (BSI)13 ସେ ପିନ୍ଧିଥିବା ପୋଷାକ ରକ୍ତରଂଜିତ ହୋଇଥିଲା। ସେ “ଈଶ୍ୱରଙ୍କ ବାକ୍ୟ” ବୋଲି ପରିଚିତ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT13 ସେ ରକ୍ତ-ନିମଜ୍ଜିତ ବସ୍ତ୍ର ପରିହିତ, ପୁଣି, ତାହାଙ୍କର ନାମ ଈଶ୍ବରଙ୍କ ବାକ୍ୟ। Viz kapitolaପବିତ୍ର ବାଇବଲ13 ସେ ରକ୍ତଭିଜା ଗୋଟିଏ ରାଜ ପୋଷାକ ପିନ୍ଧିଥିଲେ। ତାହାଙ୍କ ନାମ ‘ପରମେଶ୍ୱରଙ୍କ ବାକ୍ୟ’। Viz kapitola |