Online Bible

- Reklamy -




ପ୍ରକାଶିତ 18:17 - ଓଡିଆ ବାଇବେଲ

17 କାରଣ ଏକ ଘଡ଼ି ମଧ୍ୟରେ ସେହି ମହାସମ୍ପତ୍ତି ଧ୍ୱଂସ ହୋଇଗଲା। ଆଉ ପ୍ରତ୍ୟକ ଜାହାଜ ଅଧ୍ୟକ୍ଷ ଓ ଜଳପଥରେ ଗତାୟତକାରୀ ପ୍ରତ୍ୟକ ଲୋକ ପୁଣି, ନାବିକ ଓ ସମୁଦ୍ର ବ୍ୟବସାୟୀ ସମସ୍ତେ ଦୂରରେ ଠିଆ ହୋଇ,

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

17 କାରଣ ଏକ ଘଡ଼ି ମଧ୍ୟରେ ସେହି ମହାସମ୍ପତ୍ତି ଧ୍ଵଂସ ହୋଇଗଲା। ଆଉ ପ୍ରତ୍ୟେକ ପୋତାଧ୍ୟକ୍ଷ ଓ ଜଳପଥରେ ଗତାୟାତକାରୀ ପ୍ରତ୍ୟେକ ଲୋକ ପୁଣି ନାବିକ ଓ ସମୁଦ୍ର ବ୍ୟବସାୟୀ ସମସ୍ତେ ଦୂରରେ ଠିଆ ହୋଇଣଯିଶା. ୨୩:୧୪

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

17 କିନ୍ତୁ ଗୋଟିଏ ଘଣ୍ଟା ମଧ୍ୟରେ ସେ ଏହି ସମସ୍ତ ସମ୍ପଦ ହରାଇଲା।” ଜାହାଜମାନଙ୍କର କାପ୍ତାନ, ଯାତ୍ରୀ, ନାବିକ ଓ ସମୁଦ୍ର ବ୍ୟବସାୟୀମାନେ ବହୁ ଦୂରରେ ଠିଆହେଲେ

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 କାରଣ ଏକ ଘଡ଼ି ମଧ୍ୟରେ ସେହି ମହାସମ୍ପତ୍ତି ଧ୍ୱଂସ ହୋଇଗଲା।’” ଆଉ ପ୍ରତ୍ୟେକ ଜାହାଜ ଅଧ୍ୟକ୍ଷ ଓ ଜଳପଥରେ ଗତାୟତକାରୀ ପ୍ରତ୍ୟେକ ଲୋକ ପୁଣି, ନାବିକ ଓ ସମୁଦ୍ର ବ୍ୟବସାୟୀ ସମସ୍ତେ ଦୂରରେ ଠିଆ ହୋଇ,

Viz kapitola kopírovat

ପବିତ୍ର ବାଇବଲ

17 ଘଣ୍ଟାକ ମଧ୍ୟରେ ଏହି ସମସ୍ତ ବିଶାଳ ସମ୍ପତ୍ତି ନଷ୍ଟ କରି ଦିଆଗଲା।’ “ସମସ୍ତ ସମୁଦ୍ର କପ୍ତାନ, ସମୁଦ୍ର ଯାତ୍ରୀ, ନାବିକ, ନୌବାଣିଜ୍ୟ କରୁଥିବା ସମସ୍ତ ଲୋକ ବାବିଲଠାରୁ ଦୂରରେ ଠିଆ ହେଲେ।

Viz kapitola kopírovat




ପ୍ରକାଶିତ 18:17

Následuj nás:

Reklamy


Reklamy