ହିତୋପଦେଶ 4:27 - ଓଡିଆ ବାଇବେଲ27 ଡାହାଣ କି ବାମ ପାର୍ଶ୍ୱକୁ ଯାଅ ନାହିଁ, ପୁଣି ତୁମ୍ଭ ପାଦ ମନ୍ଦଠାରୁ ଦୂର କର। Viz kapitolaପବିତ୍ର ବାଇବଲ (Re-edited) - (BSI)27 ଦକ୍ଷିଣ କି ବାମ ହାତରେ ଫେର ନାହିଁ, ତୁମ୍ଭ ପାଦ ମନ୍ଦଠାରୁ ଦୂର କର। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT27 ଡାହାଣ କି ବାମ ପାର୍ଶ୍ୱକୁ ଯାଅ ନାହିଁ, ପୁଣି ତୁମ୍ଭ ପାଦ ମନ୍ଦଠାରୁ ଦୂର କର। Viz kapitolaପବିତ୍ର ବାଇବଲ27 ସଳଖପଥ ପରିତ୍ୟାଗ କର ନାହିଁ, ଯେଉଁ ପଥ ଉତ୍ତମ ଏବଂ ଠିକ୍। କିନ୍ତୁ ସର୍ବଦା ଅଧର୍ମଠାରୁ ଦୂରରେ ରୁହ। Viz kapitola |