Online Bible

- Reklamy -




ହିତୋପଦେଶ 19:26 - ଓଡିଆ ବାଇବେଲ

26 ଯେଉଁ ପୁତ୍ର ଆପଣା ପିତାର ଧନ ନଷ୍ଟ କରେ, ପୁଣି, ଆପଣା ମାତାକୁ ତଡ଼ି ଦିଏ, ସେ ଲଜ୍ଜାକର ଓ ଅପମାନଜନକ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

26 ଯେଉଁ ପୁତ୍ର ଆପଣା ପିତାର ଧନ ନଷ୍ଟ କରେ, ପୁଣି ଆପଣା ମାତାକୁ ତଡ଼ି ଦିଏ, ସେ ଲଜ୍ଜାକର ଓ ଅପମାନ-ଜନକ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ଯେଉଁ ପୁତ୍ର ଆପଣା ପିତାର ଧନ ନଷ୍ଟ କରେ, ପୁଣି, ଆପଣା ମାତାକୁ ତଡ଼ି ଦିଏ, ସେ ଲଜ୍ଜାକର ଓ ଅପମାନଜନକ।

Viz kapitola kopírovat

ପବିତ୍ର ବାଇବଲ

26 ଯେଉଁ ପୁତ୍ର ଆପଣା ପିତାର ଧନ ଗ୍ଭେରି କରେ ଏବଂ ଆପଣା ମାତାକୁ ତଡ଼ି ଦିଏ, ସେ ଗୋଟିଏ ଲଜ୍ଜାକର ଓ ଅପମାନ ଜନକ ପୁତ୍ର ଅଟେ।

Viz kapitola kopírovat




ହିତୋପଦେଶ 19:26

Následuj nás:

Reklamy


Reklamy