ହିତୋପଦେଶ 16:29 - ଓଡିଆ ବାଇବେଲ29 ଅତ୍ୟାଚାରୀ ଆପଣା ପ୍ରତିବାସୀକୁ ଭୁଲାଏ, ପୁଣି, ତାହାକୁ କୁପଥରେ କଢ଼ାଇ ନିଏ। Viz kapitolaପବିତ୍ର ବାଇବଲ (Re-edited) - (BSI)29 ଅତ୍ୟାଚାରୀ ଆପଣା ପ୍ରତିବାସୀକି ଭୁଲାଏ, ପୁଣି ତାହାକୁ କୁପଥରେ କଢ଼ାଇ ନିଏ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT29 ଅତ୍ୟାଚାରୀ ଆପଣା ପ୍ରତିବାସୀକୁ ଭୁଲାଏ, ପୁଣି, ତାହାକୁ କୁପଥରେ କଢ଼ାଇ ନିଏ। Viz kapitolaପବିତ୍ର ବାଇବଲ29 ଅତ୍ୟାଗ୍ଭରୀ ଆପଣା ମିତ୍ରଗଣକୁ ଭୁଲିଯାଏ। ଏବଂ ପ୍ରତିବାସୀକୁ କୁପଥରେ କଢ଼ାଇ ନିଏ। Viz kapitola |