ଫିଲୀମନ 1:21 - ଓଡିଆ ବାଇବେଲ21 ତୁମ୍ଭର ଆଜ୍ଞାବହତାରେ ମୋହର ବିଶ୍ୱାସ ଥିବାରୁ ମୁଁ ତୁମ୍ଭକୁ ଲେଖୁଅଛି; ମୁଁ ଜାଣେ ଯେ, ମୁଁ ଯାହା କହୁଅଛି, ତୁମ୍ଭେ ତା'ଠାରୁ ଅଧିକ ମଧ୍ୟ କରିବ । Viz kapitolaପବିତ୍ର ବାଇବଲ (Re-edited) - (BSI)21 ତୁମ୍ଭର ଆଜ୍ଞାବହତାରେ ମୋହର ବିଶ୍ଵାସ ଥିବାରୁ ମୁଁ ତୁମ୍ଭକୁ ଲେଖୁଅଛି; ମୁଁ ଜାଣେ ଯେ, ମୁଁ ଯାହା କହୁଅଛି, ତୁମ୍ଭେ ତାʼଠାରୁ ଅଧିକ ମଧ୍ୟ କରିବ। Viz kapitolaପବିତ୍ର ବାଇବଲ (CL) NT (BSI)21 ତୁମେ ମୋର ଅନୁରୋଧ ରକ୍ଷା କରିବ ବୋଲି ନିଶ୍ଚିତଭାବେ ଜାଣି, ମୁଁ ଏ ପତ୍ର ଲେଖୁଛି। ବାସ୍ତବିକ ମୁଁ ଜାଣେ, ତୁମଠାରୁ ମୁଁ ଯେତିକି ଅପେକ୍ଷା କରୁଛି, ତୁମେ ମୋ’ ପାଇଁ ତା’ଠାରୁ ଅଧିକ କରିବ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT21 ତୁମ୍ଭର ଆଜ୍ଞାବହତାରେ ମୋହର ବିଶ୍ୱାସ ଥିବାରୁ ମୁଁ ତୁମ୍ଭକୁ ଲେଖୁଅଛି; ମୁଁ ଜାଣେ ଯେ, ମୁଁ ଯାହା କହୁଅଛି, ତୁମ୍ଭେ ତାʼ ଠାରୁ ଅଧିକ ମଧ୍ୟ କରିବ। Viz kapitolaପବିତ୍ର ବାଇବଲ21 ମୁଁ ଯାହା କହିଛି, ସେଗୁଡ଼ିକ କରିବ ବୋଲି ଜାଣି ମୁଁ ଏହି ଚିଠି ଲେଖୁଛି। ମୁଁ ଜାଣେ ଯେ ମୁଁ ଯେତିକି କହେ, ତୁମ୍ଭେ ତା'ଠାରୁ ଅଧିକ କରିବ। Viz kapitola |