ମାର୍କ 7:20 - ଓଡିଆ ବାଇବେଲ20 ଆଉ ସେ କହିଲେ, ଯାହା ମନୁଷ୍ୟଠାରୁ ବାହାରେ, ତାହା ହିଁ ତାହାକୁ ଅଶୁଚି କରେ । Viz kapitolaପବିତ୍ର ବାଇବଲ (Re-edited) - (BSI)20 ଆଉ, ସେ କହିଲେ, ଯାହା ମନୁଷ୍ୟଠାରୁ ବାହାରେ, ତାହା ହିଁ ତାହାକୁ ଅଶୁଚି କରେ। Viz kapitolaପବିତ୍ର ବାଇବଲ (CL) NT (BSI)20 ସେ ଆହୁରି କହିଲେ, “ଯାହା ସବୁ ମନୁଷ୍ୟର ଅନ୍ତରରୁ ବାହାରେ, ତାହା ହିଁ ତାକୁ ଅପବିତ୍ର କରିଥାଏ, Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT20 ଆଉ ସେ କହିଲେ, “ଯାହା ମନୁଷ୍ୟଠାରୁ ବାହାରେ, ତାହା ହିଁ ତାହାକୁ ଅଶୁଚି କରେ। Viz kapitolaପବିତ୍ର ବାଇବଲ20 ସେ ପୁଣି କହିଲେ, “ମନୁଷ୍ୟର ଭିତରୁ ଯାହା ବାହାରକୁ ଆସେ, ତାହା ତାହାକୁ ଅଶୁଦ୍ଧ କରିଥାଏ। Viz kapitola |