ମାର୍କ 6:49 - ଓଡିଆ ବାଇବେଲ49 କିନ୍ତୁ ସେମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବା ଦେଖି ଭୂତ ବୋଲି ଭାବି ଚିତ୍କାର କଲେ, Viz kapitolaପବିତ୍ର ବାଇବଲ (Re-edited) - (BSI)49 କିନ୍ତୁ ସେମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବା ଦେଖି ଭୂତ ବୋଲି ଭାବି ଚିତ୍କାର କଲେ, Viz kapitolaପବିତ୍ର ବାଇବଲ (CL) NT (BSI)49 ଯୀଶୁ ପାଣି ଉପରେ ଚାଲି ଚାଲି ସେମାନଙ୍କ ନିକଟବର୍ତ୍ତୀ ହେଲେ। ସେମାନଙ୍କୁ ଅତିକ୍ରମ କରି ସେ ଚାଲି ଯାଇଥା’ନ୍ତେ। କିନ୍ତୁ ତାଙ୍କୁ ପାଣି ଉପରେ ଚାଲୁଥିବା ଦେଖି ଶିଷ୍ୟମାନେ ଭୂତ ଭାବି ଚିକ୍ରାର କଲେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT49 କିନ୍ତୁ ସେମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବା ଦେଖି ଭୂତ ବୋଲି ଭାବି ଚିତ୍କାର କଲେ, Viz kapitolaପବିତ୍ର ବାଇବଲ49 ସେତେବେଳେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ହ୍ରଦ ଉପରେ ଗ୍ଭଲୁଥିବାର ଦେଖି ତାହାଙ୍କୁ ଭୂତ ବୋଲି ଭାବିନେଲେ। ସେମାନେ ଚିତ୍କାର କରିବାକୁ ଲାଗିଲେ। Viz kapitola |