ମାର୍କ 6:33 - ଓଡିଆ ବାଇବେଲ33 କିନ୍ତୁ ଅନେକେ ସେମାନଙ୍କୁ ବାହାରି ଯିବାର ଦେଖିଲେ ଓ ଚିହ୍ନିଲେ, ପୁଣି, ଲୋକମାନେ ସମସ୍ତ ନଗରରୁ ପାଦଗତିରେ ସେଠାକୁ ଏକତ୍ର ଦୌଡ଼ିଯାଇ ସେମାନଙ୍କ ଆଗରେ ପହଞ୍ଚିଲେ । Viz kapitolaପବିତ୍ର ବାଇବଲ (Re-edited) - (BSI)33 କିନ୍ତୁ ଅନେକେ ସେମାନଙ୍କୁ ବାହାରିଯିବାର ଦେଖିଲେ ଓ ଚିହ୍ନିଲେ, ପୁଣି ଲୋକମାନେ ସମସ୍ତ ନଗରରୁ ପାଦଗତିରେ ସେଠାକୁ ଏକତ୍ର ଦୌଡ଼ିଯାଇ ସେମାନଙ୍କ ଆଗରେ ପହଞ୍ଚିଲେ। Viz kapitolaପବିତ୍ର ବାଇବଲ (CL) NT (BSI)33 ସେମାନେ ଯିବା ସମୟରେ ଅନେକ ଲୋକ ସେମାନଙ୍କୁ ଦେଖି ଚିହ୍ନି ପାରିଲେ। ଏଣୁ ସେମାନେ ବିଭିନ୍ନ ସ୍ଥାନରୁ ବାହାରି ଯୀଶୁ ଓ ତାଙ୍କ ଶିଷ୍ୟମାନେ ଯେଉଁ ସ୍ଥାନକୁ ଯାଉଥିଲେ, ଦୌଡ଼ି ଦୌଡ଼ି ସେଠାରେ ଆଗରୁ ଯାଇ ପହଞ୍ôଚଗଲେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT33 କିନ୍ତୁ ଅନେକେ ସେମାନଙ୍କୁ ବାହାରି ଯିବାର ଦେଖିଲେ ଓ ଚିହ୍ନିଲେ, ପୁଣି, ଲୋକମାନେ ସମସ୍ତ ନଗରରୁ ପାଦଗତିରେ ସେଠାକୁ ଏକତ୍ର ଦୌଡ଼ିଯାଇ ସେମାନଙ୍କ ଆଗରେ ପହଞ୍ଚିଲେ। Viz kapitolaପବିତ୍ର ବାଇବଲ33 କିନ୍ତୁ ବହୁତ ଲୋକ ସେମାନଙ୍କୁ ଗ୍ଭଲି ଯାଉଥିବାର ଦେଖିଲେ ଓ ଚିହ୍ନି ମଧ୍ୟ ପାରିଲେ। ତେଣୁ ସମସ୍ତ ନଗରରୁ ଲୋକେ ସ୍ଥଳପଥ ଦେଇ ଯୀଶୁଙ୍କ ଯାଉଥିବା ସ୍ଥାନରେ ଯାଇ ପହଞ୍ଚି ଗଲେ। ଯୀଶୁ ପହଞ୍ଚିବା ପୂର୍ବରୁ, ସେମାନେ ସେଠାରେ ପହଞ୍ଚିଗଲେ। Viz kapitola |