ମାର୍କ 5:9 - ଓଡିଆ ବାଇବେଲ9 ଆଉ ଯୀଶୁ ତାହାକୁ ପଚାରିଲେ, ତୋର ନାଁ କ'ଣ ? ସେ ତାହାକୁ କହିଲା, ମୋର ନାଁ ବାହିନୀ, ଯେଣୁ ଆମେ ଅନେକ । Viz kapitolaପବିତ୍ର ବାଇବଲ (Re-edited) - (BSI)9 ଆଉ, ଯୀଶୁ ତାହାକୁ ପଚାରିଲେ, ତୋର ନାଁ କଅଣ? ସେ ତାହାଙ୍କୁ କହିଲା, ମୋର ନାଁ ବାହିନୀ, ଯେଣୁ ଆମେ ଅନେକ। Viz kapitolaପବିତ୍ର ବାଇବଲ (CL) NT (BSI)9 ଯୀଶୁ ତାକୁ ପଚାରିଲେ, “ତୋ’ ନାଁ କଅଣ?” ଲୋକଟି ଉତ୍ତର ଦେଲା, “ମୋ’ ନାଁ ‘ବାହିନୀ’ - Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT9 ଆଉ ଯୀଶୁ ତାହାକୁ ପଚାରିଲେ, “ତୋର ନାଁ କଅଣ?” ସେ ତାହାକୁ କହିଲା, ମୋହର ନାଁ ବାହିନୀ, ଯେଣୁ ଆମେ ଅନେକ। Viz kapitolaପବିତ୍ର ବାଇବଲ9 ଯୀଶୁ ତାକୁ ପଗ୍ଭରିଲେ, “ତୁମ୍ଭ ନାମ କ’ଣ?” ଲୋକଟି କହିଲା, “ମୋ’ ନାମ ଲିଜନ ବା ବାହିନୀଭୂତ। କାରଣ ଆମ୍ଭେ ଅନେକ।” Viz kapitola |