ମାର୍କ 15:19 - ଓଡିଆ ବାଇବେଲ19 ପୁଣି, ସେମାନେ ଗୋଟିଏ ନଳ ଘେନି ତାହାଙ୍କ ମୁଣ୍ଡରେ ଆଘାତ କଲେ, ଆଉ ଆଣ୍ଠୁ ମାଡ଼ି ପ୍ରଣାମ କରିବାକୁ ଲାଗିଲେ । Viz kapitolaପବିତ୍ର ବାଇବଲ (Re-edited) - (BSI)19 ପୁଣି, ସେମାନେ ଗୋଟିଏ ନଳ ଘେନି ତାହାଙ୍କ ମୁଣ୍ତରେ ମାଇଲେ ଓ ତାହାଙ୍କ ଉପରେ ଛେପ ପକାଇଲେ, ଆଉ ଆଣ୍ଠୁ ମାଡ଼ି ତାହାଙ୍କୁ ପ୍ରଣାମ କରିବାକୁ ଲାଗିଲେ। Viz kapitolaପବିତ୍ର ବାଇବଲ (CL) NT (BSI)19 ସେମାନେ ତାଙ୍କ ମୁଣ୍ଡକୁ ବାଡ଼ିରେ ବାଡ଼େଇଲେ, ତାଙ୍କ ଉପରେ ଛେପ ପକାଇଲେ ଏବଂ ଆଣ୍ଠୋଇ ପଡ଼ି ତାଙ୍କୁ ପ୍ରଣାମ କଲେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT19 ପୁଣି, ସେମାନେ ଗୋଟିଏ ନଳ ଘେନି ତାହାଙ୍କ ମୁଣ୍ଡରେ ଆଘାତ କଲେ, ଆଉ ଆଣ୍ଠୁ ମାଡ଼ି ପ୍ରଣାମ କରିବାକୁ ଲାଗିଲେ। Viz kapitolaପବିତ୍ର ବାଇବଲ19 ସୈନ୍ୟମାନେ ଯୀଶୁଙ୍କ ମୁଣ୍ଡରେ ବାରମ୍ବାର ବେତରେ ଆଘାତ କଲେ। ତାହାଙ୍କ ଉପରେ ଛେପ ପକାଇଲେ। ଆଣ୍ଠୁମାଡ଼ି ବସି ତାହାଙ୍କୁ ପ୍ରଣାମ କଲେ। Viz kapitola |