ମାର୍କ 13:6 - ଓଡିଆ ବାଇବେଲ6 ଅନେକେ ମୋ ନାମରେ ଆସି, ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ । Viz kapitolaପବିତ୍ର ବାଇବଲ (Re-edited) - (BSI)6 ଅନେକେ ମୋʼ ନାମରେ ଆସି, ମୁଁ ସେ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ। Viz kapitolaପବିତ୍ର ବାଇବଲ (CL) NT (BSI)6 ଅନେକେ ମୋ’ ନାମ ନେଇ କହିବେ, ‘ମୁଁ ସେହି’ ଓ ଏହା ଦ୍ୱାରା ସେମାନେ ଅନେକଙ୍କୁ ବିଭ୍ରାନ୍ତ କରିବେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT6 ଅନେକେ ମୋ ନାମରେ ଆସି, ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ। Viz kapitolaପବିତ୍ର ବାଇବଲ6 ଅନେକ ଲୋକ ଆସିବେ ଏବଂ ସେମାନେ ମୋର ନାମ ବ୍ୟବହାର କରିବେ। ସେମାନେ ଦାବି କରିବେ, ‘ମୁଁ ସେହି’। ସେମାନେ ବହୁତ ଲୋକଙ୍କୁ ପ୍ରତାରଣା କରିବେ। Viz kapitola |