ମାର୍କ 12:42 - ଓଡିଆ ବାଇବେଲ42 ଆଉ ଜଣେ ଦରିଦ୍ର ବିଧବା ଆସି ଏକ ଅଳ୍ପ ମୂଲ୍ୟର ଦୁଇ ତମ୍ବା ପଇସା ସେଥିରେ ପକାଇଲା । Viz kapitolaପବିତ୍ର ବାଇବଲ (Re-edited) - (BSI)42 ଆଉ, ଜଣେ ଦରିଦ୍ର ବିଧବା ଆସି ଏକ ପାହୁଲା ମୂଲ୍ୟର ଦୁଇ କ୍ଷୁଦ୍ର ମୁଦ୍ରା ସେଥିରେ ପକାଇଲା। Viz kapitolaପବିତ୍ର ବାଇବଲ (CL) NT (BSI)42 ସେତେବେଳେ ଜଣେ ଗରିବ ବିଧବା ସେଠାକୁ ଆସି କେବଳ ଦୁଇଟି ଛୋଟ ତମ୍ବା ମୁଦ୍ରା ସେହି ବାକ୍ସରେ ପକାଇଲା। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT42 ଆଉ ଜଣେ ଦରିଦ୍ର ବିଧବା ଆସି ଏକ ପାହୁଲା ମୂଲ୍ୟର ଦୁଇ କ୍ଷୁଦ୍ର ମୁଦ୍ରା ଭଣ୍ଡାରରେ ପକାଇଲା। Viz kapitolaପବିତ୍ର ବାଇବଲ42 ପରେ ଗରିବ ବିଧବାଟିଏ ସେଠାକୁ ଆସିଲା ଓ ସେଥିରେ ସେ ମାତ୍ର ଦୁଇଟି ତମ୍ବା-ମୁଦ୍ରା ପକେଇଲା। ଏହି ମୁଦ୍ରା ଦୁଇଟିର ମୂଲ୍ୟ ପଇସାଟିଏ ସାଙ୍ଗରେ ବି ସମାନ ନୁହେଁ। Viz kapitola |