Online Bible

- Reklamy -




ମାର୍କ 11:11 - ଓଡିଆ ବାଇବେଲ

11 ପରେ ସେ ଯିରୂଶାଲମକୁ ଆସି ମନ୍ଦିରରେ ପ୍ରବେଶ କଲେ, ପୁଣି, ଚତୁର୍ଦ୍ଦିଗସ୍ଥ ସମସ୍ତ ବିଷୟ ନିରୀକ୍ଷଣ କରି ସନ୍ଧ୍ୟା ହୋଇଯିବାରୁ ବାର ଶିଷ୍ୟଙ୍କ ସହିତ ବେଥନିଆକୁ ବାହାରିଗଲେ,।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

11 ପରେ ସେ ଯିରୂଶାଲମକୁ ଆସି ମନ୍ଦିରରେ ପ୍ରବେଶ କଲେ, ପୁଣି ଚତୁର୍ଦ୍ଦିଗସ୍ଥ ସମସ୍ତ ବିଷୟ ନିରୀକ୍ଷଣ କରି ସନ୍ଧ୍ୟା ହୋଇଯିବାରୁ ଦ୍ଵାଦଶଙ୍କ ସହିତ ବେଥନିଆକୁ ବାହାରିଗଲେ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

11 ଯୀଶୁ ଯିରୂଶାଲମରେ ପ୍ରବେଶ କଲେ ଏବଂ ମନ୍ଦିରକୁ ଯାଇ ସବୁଆଡ଼େ ଦୃଷ୍ଟିପାତ କଲେ। କିନ୍ତୁ ସେତେବେଳେ ସନ୍ଧ୍ୟା ହୋଇ ଆସୁଥିବାରୁ ବାର ଜଣ ଶିଷ୍ୟଙ୍କ ସହିତ ଯୀଶୁ ବେଥାନୀ ଗ୍ରାମକୁ ଚାଲିଗଲେ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ପରେ ସେ ଯିରୂଶାଲମ ସହରକୁ ଆସି ମନ୍ଦିରରେ ପ୍ରବେଶ କଲେ, ପୁଣି, ଚତୁର୍ଦ୍ଦିଗସ୍ଥ ସମସ୍ତ ବିଷୟ ନିରୀକ୍ଷଣ କରି ସନ୍ଧ୍ୟା ହୋଇଯିବାରୁ ବାର ଶିଷ୍ୟଙ୍କ ସହିତ ବେଥନୀୟାକୁ ବାହାରିଗଲେ।

Viz kapitola kopírovat

ପବିତ୍ର ବାଇବଲ

11 ଯୀଶୁ ଯିରୁଶାଲମ ଆସି ମନ୍ଦିର ଭିତରେ ପ୍ରବେଶ କଲେ। ଯୀଶୁ ମନ୍ଦିରରେ ପ୍ରତ୍ୟେକ ବିଷୟ ପ୍ରତି ଦୃଷ୍ଟି ପକାଇଲେ। ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ତେଣୁ ଯୀଶୁ ବାରଜଣ ପ୍ରେରିତଙ୍କ ସହିତ ବେଥନୀୟାକୁ ଗ୍ଭଲିଗଲେ।

Viz kapitola kopírovat




ମାର୍କ 11:11

Následuj nás:

Reklamy


Reklamy