ମାର୍କ 10:49 - ଓଡିଆ ବାଇବେଲ49 ସେଥିରେ ଯୀଶୁ ଠିଆ ହୋଇ କହିଲେ, ତାହାକୁ ଡାକ । ସେମାନେ ସେହି ଅନ୍ଧ ଲୋକଟିକୁ ଡାକି କହିଲେ, ସାହସ ଧର, ଉଠ, ସେ ତୁମକୁ ଡାକୁଅଛନ୍ତି । Viz kapitolaପବିତ୍ର ବାଇବଲ (Re-edited) - (BSI)49 ସେଥିରେ ଯୀଶୁ ଠିଆ ହୋଇ କହିଲେ, ତାହାକୁ ଡାକ। ସେମାନେ ସେହି ଅନ୍ଧ ଲୋକଟିକୁ ଡାକି କହିଲେ, ସାହସ ଧର, ଉଠ, ସେ ତୁମକୁ ଡାକୁଅଛନ୍ତି। Viz kapitolaପବିତ୍ର ବାଇବଲ (CL) NT (BSI)49 ଯୀଶୁ ଅଟକି ଯାଇ କହିଲେ, ତାକୁ ଡ଼ାକ”। ଲୋକମାନେ ଅନ୍ଧକୁ ଡ଼ାକି କହିଲେ, “ବ୍ୟସ୍ତ ହୁଅ ନାହିଁ, ଉଠି ଆସ, ସେ ତୁମକୁ ଡ଼ାକୁଛନ୍ତି।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT49 ସେଥିରେ ଯୀଶୁ ଠିଆ ହୋଇ କହିଲେ, “ତାହାକୁ ଡାକ।” ସେମାନେ ସେହି ଅନ୍ଧ ଲୋକଟିକୁ ଡାକି କହିଲେ, ସାହସ ଧର, ଉଠ, ସେ ତୁମକୁ ଡାକୁଅଛନ୍ତି। Viz kapitolaପବିତ୍ର ବାଇବଲ49 ଯୀଶୁ ଅଟକି ଗଲେ ଓ କହିଲେ, “ତାହାକୁ କୁହ ମୋ’ ପାଖକୁ ଆସୁ।” ଲୋକମାନେ ଅନ୍ଧ ଲୋକଟିକୁ ଡାକି କହିଲେ, “ସାହସ ଧର, ଉଠ। ଯୀଶୁ ତୁମ୍ଭକୁ ଡାକୁଛନ୍ତି।” Viz kapitola |