ମାର୍କ 10:40 - ଓଡିଆ ବାଇବେଲ40 କିନ୍ତୁ ମୋହର ଦକ୍ଷିଣ ଅବା ବାମ ପାର୍ଶ୍ୱରେ ବସିବାକୁ ଦେବା ମୋହର ଅଧିକାରର ବିଷୟ ନୁହେଁ, ବରଂ ଯେଉଁମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରାଯାଇଅଛି, ସେମାନେ ବସିବେ । Viz kapitolaପବିତ୍ର ବାଇବଲ (Re-edited) - (BSI)40 କିନ୍ତୁ ମୋହର ଦକ୍ଷିଣ ଅବା ବାମ ପାର୍ଶ୍ଵରେ ବସିବାକୁ ଦେବା ମୋହର ଅଧିକାରର ବିଷୟ ନୁହେଁ, ବରଂ ଯେଉଁମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରାଯାଇଅଛି, ସେମାନେ ବସିବେ। Viz kapitolaପବିତ୍ର ବାଇବଲ (CL) NT (BSI)40 ଯୀଶୁ କହିଲେ, “ବାସ୍ତବିକ ତୁମ୍ଭେମାନେ ମୋ’ ପାନପାତ୍ରରୁ ପାନ କରିବ ଏବଂ ମୋ’ ପରି ଦୀକ୍ଷିତ ହେବ, କିନ୍ତୁ ମୋ’ ଦକ୍ଷିଣ ବା ବାମପାଶ୍ୱର୍ରେ କିଏ ବସିବ, ଏହା ସ୍ଥିର କରିବାକୁ ମୋର ଅଧିକାର ନାହିଁ। ଯେଉଁମାନଙ୍କ ପାଇଁ ଈଶ୍ୱର ସେ ସ୍ଥାନ ପ୍ରସ୍ତୁତ କରିଛନ୍ତି, ତାହା ସେ ସେମାନଙ୍କୁ ଦେବେ।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT40 କିନ୍ତୁ ମୋହର ଦକ୍ଷିଣ ଅବା ବାମ ପାର୍ଶ୍ୱରେ ବସିବାକୁ ଦେବା ମୋହର ଅଧିକାରର ବିଷୟ ନୁହେଁ, ବରଂ ଯେଉଁମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରାଯାଇଅଛି, ସେମାନେ ବସିବେ।” Viz kapitolaପବିତ୍ର ବାଇବଲ40 କିନ୍ତୁ ମୋର ଡାହାଣ ବା ବାମ ପଟରେ କିଏ ବସିବ, ତାହା ବାଛିବାର ଅଧିକାର ମୋର ନାହିଁ। ଯେଉଁମାନଙ୍କ ପାଇଁ ଏହା ପ୍ରସ୍ତୁତ କରାଯାଇଛି, କେବଳ ସେହିମାନେ ସେଥିରେ ବସି ପାରିବେ।” Viz kapitola |