ମାଥିଉ 8:6 - ଓଡିଆ ବାଇବେଲ6 ହେ ପ୍ରଭୁ, ମୋହର ଦାସ ପକ୍ଷାଘାତ ରୋଗରେ ଅତିଶୟ ଯନ୍ତ୍ରଣା ପାଇ ଗୃହରେ ଶଯ୍ୟାଗତ ଅଛି । Viz kapitolaପବିତ୍ର ବାଇବଲ (Re-edited) - (BSI)6 ହେ ପ୍ରଭୁ, ମୋହର ଦାସ ପକ୍ଷାଘାତ ରୋଗରେ ଅତିଶୟ ଯନ୍ତ୍ରଣା ପାଇ ଗୃହରେ ଶଯ୍ୟାଗତ ଅଛି। Viz kapitolaପବିତ୍ର ବାଇବଲ (CL) NT (BSI)6 “ପ୍ରଭୁ, ମୋର ଜରେ କର୍ମଚାରୀ ରୋଗ ଶଯ୍ୟାରେ ପଡ଼ିଛି। ସେ ହଲଚଲ ହୋଇପାରୁ ପାହିଁ, ବଡ଼ କଷ୍ଟ ଭୋଗୁଛି।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT6 ହେ ପ୍ରଭୁ, ମୋହର ଦାସ ପକ୍ଷାଘାତ ରୋଗରେ ଅତିଶୟ ଯନ୍ତ୍ରଣା ପାଇ ଗୃହରେ ଶଯ୍ୟାଗତ ଅଛି। Viz kapitolaପବିତ୍ର ବାଇବଲ6 ସେ ବିନୟ ପୂର୍ବକ କହିଲେ, “ପ୍ରଭୁ, ମୋର ଦାସ ରୋଗରେ ପୀଡ଼ିତ ହୋଇ ଘରେ ବିଛଣାରେ ପଡ଼ିଛି। ତାକୁ ପକ୍ଷାଘାତ ରୋଗ ହୋଇଛି ଓ ସେ ଭୀଷଣ କଷ୍ଟ ପାଉଛି।” Viz kapitola |