ମାଥିଉ 7:28 - ଓଡିଆ ବାଇବେଲ28 ଯୀଶୁ ଏହି ସବୁ କଥା ଶେଷ କରନ୍ତେ ଲୋକମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, Viz kapitolaପବିତ୍ର ବାଇବଲ (Re-edited) - (BSI)28 ଯୀଶୁ ଏହିସବୁ କଥା ଶେଷ କରନ୍ତେ, ଲୋକସମୂହ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ଵିତ ହେଲେ, Viz kapitolaପବିତ୍ର ବାଇବଲ (CL) NT (BSI)28 ଶେଷ ପର୍ଯ୍ୟନ୍ତ ଯୀଶୁଙ୍କର ଏହିସବୁ କଥା ଶୁଣି ଲୋକମାନେ ତାଙ୍କ ଶିକ୍ଷାରେ ବିସ୍ମିତ ହେଲେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT28 ଯୀଶୁ ଏହିସବୁ କଥା ଶେଷ କରନ୍ତେ ଲୋକମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, Viz kapitolaପବିତ୍ର ବାଇବଲ28 ଯୀଶୁଙ୍କ ଏହିସବୁ କଥା କହିବା ଶେଷ ହେଲା, ତାହାଙ୍କ ଉପଦେଶ ଶୁଣି ଜମା ହୋଇଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। Viz kapitola |