ମାଥିଉ 7:20 - ଓଡିଆ ବାଇବେଲ20 ଅତଏବ ସେମାନଙ୍କ ଫଳ ଦ୍ୱାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ । Viz kapitolaପବିତ୍ର ବାଇବଲ (Re-edited) - (BSI)20 ଅତଏବ, ସେମାନଙ୍କ ଫଳ ଦ୍ଵାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ। Viz kapitolaପବିତ୍ର ବାଇବଲ (CL) NT (BSI)20 ସେହିପରି ଭଣ୍ଡ ଭାବବାଦୀମାନଙ୍କର କାର୍ଯ୍ୟକଳାପରୁ ସେମାନଙ୍କୁ ତୁମେ ଚିହ୍ନି ପାରିବ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT20 ଅତଏବ ସେମାନଙ୍କ ଫଳ ଦ୍ୱାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ। Viz kapitolaପବିତ୍ର ବାଇବଲ20 ତେଣୁ ମୁଁ ପୁଣି ଥରେ କହୁଛି ଯେ, ଏହି ଭଣ୍ତ ଲୋକମାନଙ୍କୁ ତୁମ୍ଭେ ତାହାଙ୍କ କାର୍ଯ୍ୟରୁ ଚିହ୍ନି ପାରିବ। Viz kapitola |