ମାଥିଉ 5:35 - ଓଡିଆ ବାଇବେଲ35 କିମ୍ବା ପୃଥିବୀର ଶପଥ କର ନାହିଁ, କାରଣ ତାହା ତାହାଙ୍କର ପାଦପୀଠ; ଯିରୂଶାଲମର ଶପଥ କର ନାହିଁ, କାରଣ ତାହା ମହାରାଜାଙ୍କ ନଗରୀ; Viz kapitolaପବିତ୍ର ବାଇବଲ (Re-edited) - (BSI)35 କିମ୍ଵା ପୃଥିବୀର ଶପଥ କର ନାହିଁ, କାରଣ ତାହା ତାହାଙ୍କର ପାଦପୀଠ; ଯିରୂଶାଲମର ଶପଥ କର ନାହିଁ, କାରଣ ତାହା ମହାରାଜାଙ୍କ ନଗରୀ; Viz kapitolaପବିତ୍ର ବାଇବଲ (CL) NT (BSI)35 ପୃଥିବୀ ନାମରେ ରାଣ ପକାଅ ନାହିଢ଼ଁ, କାରଣ ତାହା ଈଶ୍ୱରଙ୍କ ପାଦପୀଠ। ଯିରୂଶାଲମ ନଗରୀ ନାମରେ ରାଣ ପକାଇବା ଅନୁଚିତ୍, କାରଣ ତାହା ହେଉଛି ରାଜାଧିରାଜଙ୍କ ରାଜଧାନୀ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT35 କିମ୍ବା ପୃଥିବୀର ଶପଥ କର ନାହିଁ, କାରଣ ତାହା ତାହାଙ୍କର ପାଦପୀଠ; ଯିରୂଶାଲମ ସହରର ଶପଥ କର ନାହିଁ, କାରଣ ତାହା ମହାରାଜାଙ୍କ ନଗରୀ; Viz kapitolaପବିତ୍ର ବାଇବଲ35 ପୃଥିବୀ ନାମରେ ପ୍ରତିଜ୍ଞା ନିଅ ନାହିଁ, କାରଣ ତାହା ପରମେଶ୍ୱରଙ୍କର ପାଦପୀଠ। ଯିରୁଶାଲମ ନାମରେ ପ୍ରତିଜ୍ଞା ନିଅ ନାହିଁ। କାରଣ ତାହା ପରମେଶ୍ୱରଙ୍କ ନଗରୀ। Viz kapitola |