ମାଥିଉ 27:50 - ଓଡିଆ ବାଇବେଲ50 କିନ୍ତୁ ଯୀଶୁ ପୁନର୍ବାର ଉଚ୍ଚସ୍ୱରରେ ଡାକି ପ୍ରାଣତ୍ୟାଗ କଲେ । Viz kapitolaପବିତ୍ର ବାଇବଲ (Re-edited) - (BSI)50 କିନ୍ତୁ ଯୀଶୁ ପୁନର୍ବାର ଉଚ୍ଚ ସ୍ଵରରେ ଡାକି ପ୍ରାଣତ୍ୟାଗ କଲେ। Viz kapitolaପବିତ୍ର ବାଇବଲ (CL) NT (BSI)50 ଯୀଶୁ ଆଉ ଥରେ ଉଚ୍ଚସ୍ୱରରେ ଚିକ୍ରାର କରି ଶେଷ ନିଶ୍ୱାସ ତ୍ୟାଗ କଲେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT50 କିନ୍ତୁ ଯୀଶୁ ପୁନର୍ବାର ଉଚ୍ଚସ୍ୱରରେ ଡାକି ପ୍ରାଣତ୍ୟାଗ କଲେ। Viz kapitolaପବିତ୍ର ବାଇବଲ50 ପୁଣି ଥରେ ଯୀଶୁ କହିଲେ ସମାପ୍ତ ହେଲା, ତା'ପରେ ସେ ପ୍ରାଣତ୍ୟାଗ କଲେ। Viz kapitola |