ମାଥିଉ 27:49 - ଓଡିଆ ବାଇବେଲ49 କିନ୍ତୁ ଅନ୍ୟମାନେ କହିଲେ, ରୁହ, ଏଲିୟ ଏହାକୁ ରକ୍ଷା କରିବାକୁ ଆସୁଅଛନ୍ତି କି ନାହିଁ, ଦେଖିବା । Viz kapitolaପବିତ୍ର ବାଇବଲ (Re-edited) - (BSI)49 କିନ୍ତୁଅନ୍ୟମାନେ କହିଲେ, ରୁହ, ଏଲୀୟ ଏହାକୁ ରକ୍ଷା କରିବାକୁ ଆସୁଅଛନ୍ତି କି ନାହିଁ, ଦେଖିବା। Viz kapitolaପବିତ୍ର ବାଇବଲ (CL) NT (BSI)49 ଅନ୍ୟ କେତେକ କହିଲେ, “ଅପେକ୍ଷା କର, ଦେଖିବା, ତାକୁ ରକ୍ଷା କରିବାକୁ ଏଲିୟ ଆସୁଛନ୍ତି କି ନାହିଁ।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT49 କିନ୍ତୁ ଅନ୍ୟମାନେ କହିଲେ, ରୁହ, ଏଲୀୟ ଏହାକୁ ରକ୍ଷା କରିବାକୁ ଆସୁଅଛନ୍ତି କି ନାହିଁ, ଦେଖିବା। Viz kapitolaପବିତ୍ର ବାଇବଲ49 କିନ୍ତୁ ଅନ୍ୟମାନେ କହିଲେ, “ରୁହ, ଏଲିୟ ଆସି ତାହାଙ୍କୁ ରକ୍ଷା କରୁଛନ୍ତି କି ନାହିଁ ଏବେ ଦେଖିବା।” Viz kapitola |