ମାଥିଉ 26:70 - ଓଡିଆ ବାଇବେଲ70 କିନ୍ତୁ ସେ ସମସ୍ତଙ୍କ ଆଗରେ ଅସ୍ୱୀକାର କରି କହିଲେ, ତୁମ୍ଭେ କ'ଣ କହୁଛ, ମୁଁ ଜାଣେ ନାହିଁ । Viz kapitolaପବିତ୍ର ବାଇବଲ (Re-edited) - (BSI)70 କିନ୍ତୁ ସେ ସମସ୍ତଙ୍କ ସାକ୍ଷାତରେ ଅସ୍ଵୀକାର କରି କହିଲେ, ତୁମ୍ଭେ କଅଣ କହୁଛ, ମୁଁ ଜାଣେ ନାହିଁ। Viz kapitolaପବିତ୍ର ବାଇବଲ (CL) NT (BSI)70 କିନ୍ତୁ ପିତର ସମସ୍ତଙ୍କ ସମ୍ମୁଖରେ ଏକଥା ଅସ୍ୱୀକାର କରି କହିଲେ, “ତୁମେ କଅଣ କହୁଛ, ମୁଁ ବୁଝି ପାରୁ ନାହିଁ।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT70 କିନ୍ତୁ ସେ ସମସ୍ତଙ୍କ ଆଗରେ ଅସ୍ୱୀକାର କରି କହିଲେ, ତୁମ୍ଭେ କଅଣ କହୁଅଛ, ମୁଁ ଜାଣେ ନାହିଁ। Viz kapitolaପବିତ୍ର ବାଇବଲ70 କିନ୍ତୁ ପିତର ଏ କଥା ସମସ୍ତଙ୍କ ଆଗରେ ଅସ୍ୱୀକାର କଲେ। ସେ କହିଲେ, “ତୁମ୍ଭେ କେଉଁ ବିଷୟରେ କହୁଛ ତାହା ମୁଁ ଜାଣେ ନାହିଁ।” Viz kapitola |