ମାଥିଉ 24:28 - ଓଡିଆ ବାଇବେଲ28 ଯେଉଁଠାରେ ଶବ ପଡ଼ିଥାଏ, ସେହିଠାରେ ଶାଗୁଣାଗୁଡ଼ାକ ଏକାଠି ହେବେ । Viz kapitolaପବିତ୍ର ବାଇବଲ (Re-edited) - (BSI)28 ଯେଉଁଠାରେ ମଢ଼ା ପଡ଼ିଥାଏ, ସେହିଠାରେ ଶାଗୁଣାଗୁଡ଼ାକ ଏକାଠି ହେବେ। Viz kapitolaପବିତ୍ର ବାଇବଲ (CL) NT (BSI)28 “ଯେଉଁଠି ମଡ଼ା ପଡ଼ିଥାଏ, ସେଇଠି ଶାଗୁଣାମାନେ ଜମା ହୋଇ ଥାଆନ୍ତି। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT28 ଯେଉଁଠାରେ ଶବ ପଡ଼ିଥାଏ, ସେହିଠାରେ ଶାଗୁଣାଗୁଡ଼ାକ ଏକାଠି ହେବେ।” Viz kapitolaପବିତ୍ର ବାଇବଲ28 ଯେଉଁ ସ୍ଥାନରେ ତୁମ୍ଭେ ଶାଗୁଣାମାନଙ୍କୁ ଏକାଠି ହୋଇଥିବାର ଦେଖ, ତୁମ୍ଭେ ସହଜରେ ଜାଣିପାର ଯେ ସେହି ସ୍ଥାନରେ ଗୋଟିଏ ମଲା ଜୀବ ପଡ଼ିଛି। ଠିକ୍ ସେହିଭଳି ମୋର ଆସିବା ଦିନ ଏହି ପ୍ରକାର ହେବ। Viz kapitola |