ମାଥିଉ 23:7 - ଓଡିଆ ବାଇବେଲ7 ପୁଣି, ହାଟବଜାରରେ ନମସ୍କାର ପାଇବାକୁ ଓ ଲୋକଙ୍କ ଦ୍ୱାରା ଗୁରୁ ବୋଲି ସମ୍ବୋଧିତ ହେବାକୁ ଭଲ ପାଆନ୍ତି । Viz kapitolaପବିତ୍ର ବାଇବଲ (Re-edited) - (BSI)7 ପୁଣି ହାଟବଜାରରେ ନମସ୍କାର ପାଇବାକୁ ଓ ଲୋକଙ୍କ ଦ୍ଵାରା ଗୁରୁ ବୋଲି ସମ୍ଵୋଧିତ ହେବାକୁ ଭଲ ପାଆନ୍ତି। Viz kapitolaପବିତ୍ର ବାଇବଲ (CL) NT (BSI)7 ବଜାର ଛକମାନଙ୍କରେ ଲୋକମାନେ ସେମାନଙ୍କୁ ସମ୍ମାନ ଦେଖାଇ ଅଭିବାଦନ କରନ୍ତୁ ଓ ‘ଗୁରୁ’ ବୋଲି ସମ୍ବୋଧନ କରନ୍ତୁ, ଏହା ସେମାନେ ଚାହାଁନ୍ତି। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT7 ପୁଣି, ହାଟବଜାରରେ ନମସ୍କାର ପାଇବାକୁ ଓ ଲୋକଙ୍କ ଦ୍ୱାରା ଗୁରୁ ବୋଲି ସମ୍ବୋଧିତ ହେବାକୁ ଭଲ ପାଆନ୍ତି। Viz kapitolaପବିତ୍ର ବାଇବଲ7 ସେମାନେ ବଜାର ସ୍ଥାନମାନଙ୍କରେ ଲୋକମାନଙ୍କର ନମସ୍କାର ପ୍ରତିଦାନ କରିବାକୁ ଭଲ ପାଆନ୍ତି। ସେମାନେ ଗ୍ଭହାନ୍ତି ଯେ ଲୋକେ ତାହାଙ୍କୁ ‘ରାବ୍ବୀ’ ବୋଲି ଡାକନ୍ତୁ। Viz kapitola |