ମାଥିଉ 23:36 - ଓଡିଆ ବାଇବେଲ36 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ବର୍ତ୍ତମାନ ପୁରୁଷ ଉପରେ ଏହି ସମସ୍ତ ଘଟିବ । Viz kapitolaପବିତ୍ର ବାଇବଲ (Re-edited) - (BSI)36 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ବର୍ତ୍ତମାନ ପୁରୁଷ ଉପରେ ଏହିସମସ୍ତ ବର୍ତ୍ତିବ। Viz kapitolaପବିତ୍ର ବାଇବଲ (CL) NT (BSI)36 ମୁଁ ନିଶ୍ଚିତ ଭାବରେ କହୁଛି, ଏ ସମସ୍ତଙ୍କ ହତ୍ୟା ପାଇଁ ଏ ଯୁଗର ଲୋକମାନେ ଦଣ୍ଡ ଭୋଗ କରିବେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT36 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ବର୍ତ୍ତମାନ ପୁରୁଷ ଉପରେ ଏହି ସମସ୍ତ ଘଟିବ।” Viz kapitolaପବିତ୍ର ବାଇବଲ36 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ, ବର୍ତ୍ତମାନ ତୁମ୍ଭ ସହ ଜୀବିତ ଥିବା ଲୋକମାନଙ୍କ ପାଇଁ ଏହି ସମସ୍ତ କଥା ଘଟିବ। Viz kapitola |