ମାଥିଉ 23:29 - ଓଡିଆ ବାଇବେଲ29 ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଭାବବାଦୀମାନଙ୍କର ସମାଧି ନିର୍ମାଣ କରି ଓ ଧାର୍ମିକମାନଙ୍କ ସମାଧିସ୍ତମ୍ଭ ସଜାଇ କହୁଥାଅ, Viz kapitolaପବିତ୍ର ବାଇବଲ (Re-edited) - (BSI)29 ହାୟ, ଦଣ୍ତର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀ-ମାନେ, କାରଣ ତୁମ୍ଭେମାନେ ଭାବବାଦୀମାନଙ୍କର ସମାଧି ନିର୍ମାଣ କରି ଓ ଧାର୍ମିକମାନଙ୍କ ସମାଧିସ୍ତମ୍ଭ ସୁଶୋଭିତ କରି କହୁଥାଅ, Viz kapitolaପବିତ୍ର ବାଇବଲ (CL) NT (BSI)29 “ଆହେ ଧର୍ମଗୁରୁ ଓ ଫାରୁଶୀଗଣ! ଆରେ ଛଳଧାର୍ମିକ ବୃନ୍ଦ! ତୁମ ପାଇଁ ଏହା କେଡ଼େ ଭୟଙ୍କର। ଭାବବାଦୀମାନଙ୍କ ପାଇଁ ତୁମେ ସୁନ୍ଦର ସମାଧି ନିର୍ମାଣ କରୁଛ ଓ ଧାର୍ମିକମାନଙ୍କର ସ୍ମୃତି ସ୍ତମ୍ଭ ସବୁ ଅଳଙ୍କୃତ କରୁଛ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT29 “ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଭାବବାଦୀମାନଙ୍କର ସମାଧି ନିର୍ମାଣ କରି ଓ ଧାର୍ମିକମାନଙ୍କ ସମାଧିସ୍ତମ୍ଭ ସଜାଇ କହୁଥାଅ, Viz kapitolaପବିତ୍ର ବାଇବଲ29 “ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭେ ଭବିଷ୍ୟଦ୍ବକ୍ତାମାନଙ୍କ ପାଇଁ ସମାଧି ତିଆରି କରୁଛ। ଯେଉଁ ଲୋକମାନେ ଭଲ ଜୀବନ କଟାଇଥିଲେ, ତୁମ୍ଭେମାନେ ତାହାଙ୍କ ସମାଧି ସୁଶୋଭିତ କରୁଛ। Viz kapitola |