ମାଥିଉ 23:28 - ଓଡିଆ ବାଇବେଲ28 ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ବାହାରେ ଲୋକଙ୍କ ଦୃଷ୍ଟିରେ ଧାର୍ମିକ ଦେଖାଯାଅ, କିନ୍ତୁ ଭିତରେ କପଟ ଓ ଅଧର୍ମରେ ପରିପୂର୍ଣ୍ଣ । Viz kapitolaପବିତ୍ର ବାଇବଲ (Re-edited) - (BSI)28 ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ବାହାରେ ଲୋକଙ୍କ ଦୃଷ୍ଟିରେ ଧାର୍ମିକ ଦେଖାଯାଅ, କିନ୍ତୁ ଭିତରେ କପଟ ଓ ଅଧର୍ମରେ ପରିପୂର୍ଣ୍ଣ। Viz kapitolaପବିତ୍ର ବାଇବଲ (CL) NT (BSI)28 “ବାହାରକୁ ଏଗୁଡ଼ିକ ସୁନ୍ଦର ଦିଶେ, କିନ୍ତୁ ଭିତର ଅସ୍ଥି କଙ୍କାଳ ଓ ପଚା ଶବରେ ପୂର୍ଣ୍ଣ। ସେହିପରି ତୁମେ ବାହାରକୁ ସମସ୍ତଙ୍କ ଆଗରେ ଭଲ ଦେଖାଯାଅ, କିନ୍ତୁ ତୁମ ଭିତରଟା କପଟ ଓ ପାପରେ ପରିପୂର୍ଣ୍ଣ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT28 ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ବାହାରେ ଲୋକଙ୍କ ଦୃଷ୍ଟିରେ ଧାର୍ମିକ ଦେଖାଯାଅ, କିନ୍ତୁ ଭିତରେ କପଟ ଓ ଅଧର୍ମରେ ପରିପୂର୍ଣ୍ଣ।” Viz kapitolaପବିତ୍ର ବାଇବଲ28 ଠିକ୍ ସେହିଭଳି ତୁମ୍ଭେ ବାହାରୁ ତ ଅନ୍ୟମାନଙ୍କୁ ସୁନ୍ଦର ଦେଖା ଯାଉଛ, କିନ୍ତୁ ଭିତରେ ତୁମ୍ଭେ ଚ୍ଛନ୍ଦ କପଟ ଓ ଖରାପ ଗୁଣରେ ପରିପୂର୍ଣ୍ଣ। Viz kapitola |