ମାଥିଉ 23:26 - ଓଡିଆ ବାଇବେଲ26 ହେ ଅନ୍ଧ ଫାରୂଶୀ, ଆଗେ ଗିନାର ଭିତର ସଫା କର, ଯେପରି ସେଥିର ବାହାର ମଧ୍ୟ ସଫା ହେବ । Viz kapitolaପବିତ୍ର ବାଇବଲ (Re-edited) - (BSI)26 ହେ ଅନ୍ଧ ଫାରୂଶୀ, ଆଗେ ଗିନାର ଭିତର ପରିଷ୍କାର କର, ଯେପରି ସେଥିର ବାହାର ମଧ୍ୟ ପରିଷ୍କୃତ ହେବ। Viz kapitolaପବିତ୍ର ବାଇବଲ (CL) NT (BSI)26 “ଅନ୍ଧ ଫାରୁଶୀଗଣ! ପାତ୍ରର ଭିତରଟାକୁ ଆଗ ପରିଷ୍କାର କର, ତାହାହେଲେ ବାହାରଟା ମଧ୍ୟ ପରିଷ୍କାର ହୋଇଯିବ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT26 ହେ ଅନ୍ଧ ଫାରୂଶୀ, ଆଗେ ଗିନାର ଭିତର ସଫା କର, ଯେପରି ସେଥିର ବାହାର ମଧ୍ୟ ସଫା ହେବ। Viz kapitolaପବିତ୍ର ବାଇବଲ26 ରେ ଅନ୍ଧ ଫାରୂଶୀମାନେ! ପ୍ରଥମେ ଗିନାର ଭିତର ପଟ ମାଜି ସଫା କର। କିନ୍ତୁ ବାସ୍ତବରେ ଗିନାର ଭିତର ପଟ ସଫା ରହିଲେ ବାହାର ପଟ ମଧ୍ୟ ସଫା ହୋଇ ପାରିବ। Viz kapitola |