ମାଥିଉ 23:17 - ଓଡିଆ ବାଇବେଲ17 ରେ ମୂଢ଼ ଓ ଅନ୍ଧମାନେ, ସ୍ୱର୍ଣ୍ଣ କିମ୍ବା ସେହି ସ୍ୱର୍ଣ୍ଣକୁ ପବିତ୍ର କରିଅଛି ଯେଉଁ ମନ୍ଦିର, ଏହି ଦୁଇ ମଧ୍ୟରେ କ'ଣ ଶ୍ରେଷ୍ଠ ? Viz kapitolaପବିତ୍ର ବାଇବଲ (Re-edited) - (BSI)17 ରେ ମୂଢ଼ ଓ ଅନ୍ଧମାନେ, ସ୍ଵର୍ଣ୍ଣ କିମ୍ଵା ସେହି ସ୍ଵର୍ଣ୍ଣକୁ ପବିତ୍ର କରିଅଛି ଯେଉଁ ମନ୍ଦିର, ଏହି ଦୁଇ ମଧ୍ୟରେ କେଉଁଟି ଶ୍ରେଷ୍ଠ? Viz kapitolaପବିତ୍ର ବାଇବଲ (CL) NT (BSI)17 ଆରେ ଅନ୍ଧ ନିର୍ବୋଧମାନେ, ସ୍ୱର୍ଣ୍ଣ ବଡ଼ ନା ସ୍ୱର୍ଣ୍ଣକୁ ପବିତ୍ର କରୁଥିବା ମନ୍ଦିର ବଡ଼? Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT17 ରେ ମୂଢ଼ ଓ ଅନ୍ଧମାନେ, ସ୍ୱର୍ଣ୍ଣ କିମ୍ବା ସେହି ସ୍ୱର୍ଣ୍ଣକୁ ପବିତ୍ର କରିଅଛି ଯେଉଁ ମନ୍ଦିର, ଏହି ଦୁଇ ମଧ୍ୟରେ କଅଣ ଶ୍ରେଷ୍ଠ? Viz kapitolaପବିତ୍ର ବାଇବଲ17 ତୁମ୍ଭେମାନେ ଅନ୍ଧ ଓ ମୂର୍ଖ! ଅଧିକ ବଡ଼ କିଏ? ସୁନା ନା ମନ୍ଦିର? ମନ୍ଦିର ସେହି ସୁନାକୁ ପବିତ୍ର କରିଥାଏ। ତେଣୁ ମନ୍ଦିର ଅଧିକ ବଡ଼। Viz kapitola |