ମାଥିଉ 22:10 - ଓଡିଆ ବାଇବେଲ10 ସେଥିରେ ସେହି ଦାସମାନେ ରାଜଦାଣ୍ଡଗୁଡ଼ିକୁ ବାହାରିଯାଇ ଦୁଷ୍ଟ ଓ ସନ୍ଥ ଯେତେ ଲୋକ ଦେଖାପାଇଲେ, ସେ ସମସ୍ତଙ୍କୁ ସଂଗ୍ରହ କରି ଆଣିଲେ, ଆଉ ନିମନ୍ତ୍ରିତ ଅତିଥି ଲୋକଙ୍କ ଦ୍ୱାରା ବିବାହଗୃହ ପରିପୂର୍ଣ୍ଣ ହେଲା । Viz kapitolaପବିତ୍ର ବାଇବଲ (Re-edited) - (BSI)10 ସେଥିରେ ସେହି ଦାସମାନେ ରାଜଦାଣ୍ତଗୁଡ଼ିକୁ ବାହାରିଯାଇ ଦୁଷ୍ଟ ଓ ସନ୍ଥ ଯେତେ ଲୋକଙ୍କ ଦେଖା ପାଇଲେ, ସେସମସ୍ତଙ୍କୁ ସଂଗ୍ରହ କରି ଆଣିଲେ, ଆଉ ଅଭ୍ୟାଗତ ଲୋକଙ୍କ ଦ୍ଵାରା ବିବାହ ଗୃହ ପରିପୂର୍ଣ୍ଣ ହେଲା। Viz kapitolaପବିତ୍ର ବାଇବଲ (CL) NT (BSI)10 ତେଣୁ ଚାକରମାନେ ସାହିକୁ ସାହି ବୁଲି ଭଲ ହେଉ, ମନ୍ଦ ହେଉ; ଯେତେ ଲୋକଙ୍କୁ ପାଇଲେ, ସମସ୍ତଙ୍କୁ ଡ଼ାକି ଆଣିଲେ ଏବଂ ବିବାହ ଗୃହଟି ଲୋକାରଣ୍ୟ ହେଲା। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT10 ସେଥିରେ ସେହି ଦାସମାନେ ରାଜଦାଣ୍ଡଗୁଡ଼ିକୁ ବାହାରିଯାଇ ଦୁଷ୍ଟ ଓ ସନ୍ଥ ଯେତେ ଲୋକ ଦେଖାପାଇଲେ, ସେ ସମସ୍ତଙ୍କୁ ସଂଗ୍ରହ କରି ଆଣିଲେ, ଆଉ ନିମନ୍ତ୍ରିତ ଅତିଥି ଲୋକଙ୍କ ଦ୍ୱାରା ବିବାହଗୃହ ପରିପୂର୍ଣ୍ଣ ହେଲା। Viz kapitolaପବିତ୍ର ବାଇବଲ10 ଗ୍ଭକରମାନେ ନଗର ରାସ୍ତାଗୁଡ଼ିକୁ ଗଲେ। ଭଲ ଲୋକ ହେଉ ବା ମନ୍ଦ ଲୋକ ହେଉ, ସେମାନେ ଯାହାକୁ ପାଇଲେ ତାକୁ ବିବାହ ଭୋଜିକୁ ଡାକିଆଣିଲେ। ବିବାହ ଭବନ ଅତିଥିମାନଙ୍କ ଦ୍ୱାରା ପୁରିଗଲା। Viz kapitola |