ମାଥିଉ 21:40 - ଓଡିଆ ବାଇବେଲ40 ଅତଏବ ଯତେବେଳେ ସେହି ଦ୍ରାକ୍ଷାକ୍ଷେତ୍ରର ମାଲିକ ଆସିବେ, ସେତେବେଳେ ସେହି କୃଷକମାନଙ୍କ ପ୍ରତି ସେ କ'ଣ କରିବେ ? Viz kapitolaପବିତ୍ର ବାଇବଲ (Re-edited) - (BSI)40 ଅତଏବ, ଯେତେବେଳେ ସେହି ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା ଆସିବେ, ସେତେବେଳେ ସେହି କୃଷକମାନଙ୍କ ପ୍ରତି ସେ କଅଣ କରିବେ? Viz kapitolaପବିତ୍ର ବାଇବଲ (CL) NT (BSI)40 “କୁହ ତ, କ୍ଷେତର ମାଲିକ ଯେତେବେଳେ ଆସିବେ, ସେ ରଇତମାନଙ୍କୁ କ’ଣ କରିବେ?” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT40 ଅତଏବ ଯେତେବେଳେ ସେହି ଦ୍ରାକ୍ଷାକ୍ଷେତ୍ରର ମାଲିକ ଆସିବେ, ସେତେବେଳେ ସେହି କୃଷକମାନଙ୍କ ପ୍ରତି ସେ କଅଣ କରିବେ?” Viz kapitolaପବିତ୍ର ବାଇବଲ40 “ଅତଏବ, ଯେତେବେଳେ ନିଜେ ଜମିମାଲିକ ଆସିବେ, ସେତେବେଳେ ଏହି କୃଷକମାନଙ୍କୁ କ’ଣ କରିବେ?” Viz kapitola |