Online Bible

- Reklamy -




ମାଥିଉ 21:34 - ଓଡିଆ ବାଇବେଲ

34 ପରେ ଫଳର ସମୟ ପାଖେଇ ଆସନ୍ତେ ସେ ଆପଣା ଫଳ ପାଇବା ପାଇଁ କୃଷକମାନଙ୍କ ପାଖକୁ ନିଜ ଦାସମାନଙ୍କୁ ପଠାଇଲେ ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

34 ପରେ ଫଳର ସମୟ ସନ୍ନିକଟ ହୁଅନ୍ତେ, ସେ ଆପଣା ଫଳ ପାଇବା ପାଇଁ କୃଷକମାନଙ୍କ ପାଖକୁ ନିଜ ଦାସମାନଙ୍କୁ ପଠାଇଲେ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

34 “ଦ୍ରାକ୍ଷା ଅମଳ କରିବା ସମୟରେ ସେ ରଇତମାନଙ୍କ ପାଖକୁ ନିଜର ଭାଗ ଆଦାୟ କରିବା ପାଇଁ ନିଜ ଦାସମାନଙ୍କୁ ପଠାଇଲେ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

34 ପରେ ଫଳର ସମୟ ପାଖେଇ ଆସନ୍ତେ ସେ ଆପଣା ଫଳ ପାଇବା ପାଇଁ କୃଷକମାନଙ୍କ ପାଖକୁ ନିଜ ଦାସମାନଙ୍କୁ ପଠାଇଲେ।

Viz kapitola kopírovat

ପବିତ୍ର ବାଇବଲ

34 କିଛି ଦିନ ପରେ ଦ୍ରାକ୍ଷା ତୋଳିବା ବେଳ ଆସିଲା। ଜମିମାଲିକ ତାଙ୍କ ଦ୍ରାକ୍ଷା ଭାଗତକ ଆଣିବା ପାଇଁ କେତେକ ଗ୍ଭକରଙ୍କୁ କୃଷକମାନଙ୍କ ପାଖକୁ ପଠାଇଲେ।

Viz kapitola kopírovat




ମାଥିଉ 21:34

Následuj nás:

Reklamy


Reklamy