ମାଥିଉ 21:18 - ଓଡିଆ ବାଇବେଲ18 ସକାଳେ ସେ ନଗରକୁ ଫେରିବା ସମୟରେ କ୍ଷୁଧିତ ହେଲେ, Viz kapitolaପବିତ୍ର ବାଇବଲ (Re-edited) - (BSI)18 ସକାଳେ ସେ ନଗରକୁ ବାହୁଡ଼ିବା ସମୟରେ କ୍ଷୁଧିତ ହେଲେ, Viz kapitolaପବିତ୍ର ବାଇବଲ (CL) NT (BSI)18 ତା’ ପରଦିନ ଭୋରରୁ ଯୀଶୁ ଯିରୁଶାଲମକୁ ଫେରିବାବେଳେ କ୍ଷୁଧାର୍ତ୍ତ ହେଲେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT18 ସକାଳେ ସେ ଯିରୂଶାଲମ ସହରକୁ ଫେରିବା ସମୟରେ କ୍ଷୁଧିତ ହେଲେ, Viz kapitolaପବିତ୍ର ବାଇବଲ18 ତା’ ପରଦିନ ଅତି ସକାଳୁ ଯୀଶୁ ଯିରୁଶାଲମ ନଗରକୁ ଫେରୁଥିଲେ। ତାହାଙ୍କୁ ଭୋକ ଲାଗିଲା। Viz kapitola |