ମାଥିଉ 2:7 - ଓଡିଆ ବାଇବେଲ7 ତା'ପରେ ହେରୋଦ ପଣ୍ଡିତମାନଙ୍କୁ ଗୋପନରେ ଡାକି, ସେହି ତାରା କେଉଁ ସମୟରେ ଦେଖାଗଲା, ଏହା ସେମାନଙ୍କଠାରୁ ଠିକ୍ ଭାବରେ ବୁଝିନେଲେ । Viz kapitolaପବିତ୍ର ବାଇବଲ (Re-edited) - (BSI)7 ତାହାପରେ ହେରୋଦ ପଣ୍ତିତମାନଙ୍କୁ ଗୋପନରେ ଡାକି, ସେହି ତାରା କେଉଁ ସମୟରେ ଦେଖାଗଲା, ଏହା ସେମାନଙ୍କଠାରୁ ସୂକ୍ଷ୍ମ ରୂପେ ବୁଝିନେଲେ। Viz kapitolaପବିତ୍ର ବାଇବଲ (CL) NT (BSI)7 ଏହା ଶୁଣି ହେରୋଦ ପୂର୍ବଦେଶର ଆଗନ୍ତୁକମାନଙ୍କୁ ଗୋଟିଏ ଗୁପ୍ତ ମନ୍ତ୍ରଣା ସଭାକୁ ଡ଼କାଇ ଠିକ୍ କେଉଁ ସମୟରେ ଉକ୍ତ ତାରା ଉଦିତ ହୋଇଥିଲା, ସେମାନଙ୍କଠାରୁ ବୁଝି ନେଲେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT7 ତାହାପରେ ହେରୋଦ ପଣ୍ଡିତମାନଙ୍କୁ ଗୋପନରେ ଡାକି, ସେହି ତାରା କେଉଁ ସମୟରେ ଦେଖାଗଲା, ଏହା ସେମାନଙ୍କଠାରୁ ଠିକ୍ ଭାବରେ ବୁଝିନେଲେ। Viz kapitolaପବିତ୍ର ବାଇବଲ7 ତା'ପରେ ହେରୋଦ ପୂର୍ବଦେଶରୁ ଆସିଥିବା ପଣ୍ଡିତମାନଙ୍କ ସହିତ ଗୁପ୍ତ ବୈଠକ କଲେ। ସେମାନେ କେତେବେଳେ ପ୍ରଥମେ ସେହି ତାରା ଦେଖିଥିଲେ, ତାହାର ସଠିକ୍ ସମୟ ହେରୋଦ ପଣ୍ଡିତମାନଙ୍କଠାରୁ ବୁଝିନେଲେ। Viz kapitola |