ମାଥିଉ 18:24 - ଓଡିଆ ବାଇବେଲ24 ସେ ହିସାବ ଆରମ୍ଭ କରନ୍ତେ ତିନି କୋଟି ଟଙ୍କା ଋଣ କରିଥିବା ଜଣେ ଦାସ ତାହାଙ୍କ ଛାମୁକୁ ଅଣାଗଲା । Viz kapitolaପବିତ୍ର ବାଇବଲ (Re-edited) - (BSI)24 ସେ ହିସାବ ଆରମ୍ଭ କରନ୍ତେ, ତିନି କୋଟି ଟଙ୍କା ଋଣ କରିଥିବା ଜଣେ ଦାସ ତାହାଙ୍କ ଛାମୁକୁ ଅଣାଗଲା। Viz kapitolaପବିତ୍ର ବାଇବଲ (CL) NT (BSI)24 ସେ ଏହି କାର୍ଯ୍ୟ ଆରମ୍ଭ କଲା ବେଳେ ଜଣେ କର୍ମଚାରୀ ଧରା ହୋଇ ତାଙ୍କ ନିକଟକୁ ଅଣାଗଲା। ସେ ତାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଥିଲା। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT24 ସେ ହିସାବ ଆରମ୍ଭ କରନ୍ତେ ଦଶ ହଜାର ରୌପ୍ୟ-ମୁଦ୍ରା ଋଣ କରିଥିବା ଜଣେ ଦାସ ତାହାଙ୍କ ଛାମୁକୁ ଅଣାଗଲା। Viz kapitolaପବିତ୍ର ବାଇବଲ24 ରାଜା ତାହାଙ୍କ ଟଙ୍କା ଆଦାୟ କରିବା ଆରମ୍ଭ କରିଦେଲେ। ତାହାଙ୍କର ଜଣେ ଗ୍ଭକର ଉପରେ ଦଶ ହଜାର ରୌପ୍ୟମୁଦ୍ରା ବାକି ଥିଲା। Viz kapitola |