Online Bible

- Reklamy -




ମାଥିଉ 17:14 - ଓଡିଆ ବାଇବେଲ

14 ପରେ ସେମାନେ ଲୋକମାନଙ୍କ ନିକଟକୁ ଆସନ୍ତେ ଜଣେ ଲୋକ ତାହାଙ୍କ ନିକଟକୁ ଆସି ଆଣ୍ଠୋଇପଡ଼ି କହିଲା,

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

14 ପରେ ସେମାନେ ଲୋକସମୂହ ନିକଟକୁ ଆସନ୍ତେ, ଜଣେ ଲୋକ ତାହାଙ୍କ ପାଖକୁ ଆସି ଆଣ୍ଠୋଇପଡ଼ି କହିଲା,

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

14 ଯୀଶୁ ଓ ତାଙ୍କ ଶିଷ୍ୟମାନେ ଲୋକ ଗହଳ ଭିତରକୁ ଫେରି ଆସିବା ପରେ ଜଣେ ଲୋକ ଯୀଶୁଙ୍କ ପାଖକୁ ଆସି ଆଣ୍ଢଇ ପଡ଼ି କହଲା,

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ପରେ ସେମାନେ ଲୋକମାନଙ୍କ ନିକଟକୁ ଆସନ୍ତେ ଜଣେ ଲୋକ ତାହାଙ୍କ ନିକଟକୁ ଆସି ଆଣ୍ଠୋଇପଡ଼ି କହିଲା,

Viz kapitola kopírovat

ପବିତ୍ର ବାଇବଲ

14 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଲୋକମାନଙ୍କ ପାଖକୁ ଫେରି ଆସିଲେ। ଗୋଟିଏ ଲୋକ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ଆଗରେ ଆଣ୍ଠୁ ମାଡ଼ି ପଡ଼ିଗଲା।

Viz kapitola kopírovat




ମାଥିଉ 17:14

Následuj nás:

Reklamy


Reklamy