ମାଥିଉ 14:12 - ଓଡିଆ ବାଇବେଲ12 ସେଥିରେ ତାହାଙ୍କ ଶିଷ୍ୟମାନେ ଆସି ଶବ ନେଇଯାଇ ତାହାଙ୍କୁ ସମାଧି ଦେଲେ ଓ ଯାଇ ଯୀଶୁଙ୍କୁ ଜଣାଇଲେ । Viz kapitolaପବିତ୍ର ବାଇବଲ (Re-edited) - (BSI)12 ସେଥିରେ ତାଙ୍କ ଶିଷ୍ୟମାନେ ଆସି ଶବ ଘେନିଯାଇ ତାଙ୍କୁ ସମାଧି ଦେଲେ ଓ ଯାଇ ଯୀଶୁଙ୍କୁ ଜଣାଇଲେ। Viz kapitolaପବିତ୍ର ବାଇବଲ (CL) NT (BSI)12 ତା’ ପରେ ଯୋହନଙ୍କ ଶିଷ୍ୟମାନେ ଆସି କବର ଦେବା ପାଇଁ ତାଙ୍କ ମୃତ ଶରୀରକୁ ନେଇ ଗଲେ। ସେମାନେ ଯାଇ ଯୀଶୁଙ୍କୁ ଏହି ଦୁଃସମ୍ବାଦ ଜଣାଇଲେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT12 ସେଥିରେ ତାହାଙ୍କ ଶିଷ୍ୟମାନେ ଆସି ଶବ ନେଇଯାଇ ତାହାଙ୍କୁ ସମାଧି ଦେଲେ ଓ ଯାଇ ଯୀଶୁଙ୍କୁ ଜଣାଇଲେ। Viz kapitolaପବିତ୍ର ବାଇବଲ12 ଯୋହନଙ୍କ ଶିଷ୍ୟମାନେ ଆସି ଯୋହନଙ୍କ ମୃତଦେହ ନେଇଯାଇ ସମାଧି ଦେଲେ। ତା'ପରେ ସେମାନେ ଯୀଶୁଙ୍କ ପାଖକୁ ଯାଇ ସବୁକଥା କହିଲେ। Viz kapitola |