Online Bible

- Reklamy -




ମାଥିଉ 13:58 - ଓଡିଆ ବାଇବେଲ

58 ଆଉ, ସେ ସେମାନଙ୍କର ଅବିଶ୍ୱାସ ହେତୁ ସେଠାରେ ଅନେକ ମହତର କାର୍ଯ୍ୟ କଲେ ନାହିଁ ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

58 ଆଉ, ସେ ସେମାନଙ୍କର ଅବିଶ୍ଵାସ ହେତୁ ସେଠାରେ ଅନେକ ଶକ୍ତିର କାର୍ଯ୍ୟ କଲେ ନାହିଁ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

58 ସେମାନେ ତାଙ୍କୁ ବିଶ୍ୱାସ ନ କରିବାରୁ ସେ ସେଠାରେ ତାଙ୍କର ଅଲୌକିକ କାର୍ଯ୍ୟ ଆଉ ଅଧିକ କଲେ ନାହିଁ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

58 ଆଉ, ସେ ସେମାନଙ୍କର ଅବିଶ୍ୱାସ ହେତୁ ସେଠାରେ ଅନେକ ମହତର କାର୍ଯ୍ୟ କଲେ ନାହିଁ।

Viz kapitola kopírovat

ପବିତ୍ର ବାଇବଲ

58 ସେଠାକାର ଲୋକେ ଯୀଶୁଙ୍କ ଉପରେ ବିଶ୍ୱାସ କରି ପାରିଲେ ନାହିଁ, ତେଣୁ ଯୀଶୁ ସେଠାରେ ଅଧିକ ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ ନାହିଁ।

Viz kapitola kopírovat




ମାଥିଉ 13:58

Následuj nás:

Reklamy


Reklamy